ଦେଶର ବିଭିନ୍ନ ରାଜ୍ୟରେ ଜଳ ପ୍ରଳୟ,ଗୁଜରାଟ, ମହାରାଷ୍ଟ୍ର, ଆସାମ ଓ ବିହାରରେ ସ୍ଥିତି ସଙ୍ଗୀନ

Advertisment

ସେହିପରି ବିହାର, ଗୁଜରାଟ, ଆସାମ ଓ ଅରୁଣାଚଳପ୍ରଦେଶରେ ମଧ୍ୟ ସମାନ ସ୍ଥିତି । ଅନ୍ୟପଟେ ପାହାଡିଆ ରାଜ୍ୟରେ କାଳ ସାଜିଛି ବାଦଲ ଫଟା ବର୍ଷା ସାଙ୍ଗକୁ ଭୁସ୍ଖଳନ ଛାତି ଉଂଚା ପାଣି । ଯୁଆଡେ ନଜର ଯାଉଛି ସେଠି କେବଳ ବର୍ଷାର କରାଳ ରୂପ । ଲଗାଣବର୍ଷା ମହାରାଷ୍ଟ୍ରର ସ୍ଥିତି ସଂଗୀନ ହୋଇପଡିଛି ।  ମନ୍ଦିର, ରାସ୍ତାଘାଟ ଘରଦ୍ବାର ସବୁଠି ପଶିଛି ବର୍ଷା ପାଣି । ଅଧାରାସ୍ତାରେ କେଉଁଠି ଯାନବାହନ ବୁଡିଯାଇଛି ତ ପୁଣି କେଉଁଠି ପାଣିର ସ୍ରୋତରେ ଭାସିଯାଉଛି କାର । ପୋଲ ଭାଙ୍ଗିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ ହେଇଛି ।

adfffsdfsdsds

କନକ ବ୍ୟୁରୋ :  ମୌସୁମୀ ଓ ଲଘୁଚାପ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣବର୍ଷା । ଉତ୍ତରଭାରତ ଓ ପୂର୍ବଭାରତରେ ଲଗାଣ ବର୍ଷା ପ୍ରଭାବରେ  ସମସ୍ୟା ଦେଖାଦେଇଛି । ସେହିପରି ବିହାର, ଗୁଜରାଟ, ଆସାମ ଓ ଅରୁଣାଚଳପ୍ରଦେଶରେ ମଧ୍ୟ ସମାନ ସ୍ଥିତି । ଅନ୍ୟପଟେ ପାହାଡିଆ ରାଜ୍ୟରେ କାଳ ସାଜିଛି ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଛାତି ଉଂଚା ପାଣି । ଯୁଆଡେ ନଜର ଯାଉଛି ସେଠି କେବଳ ବର୍ଷାର କରାଳ ରୂପ । ଲଗାଣବର୍ଷା ମହାରାଷ୍ଟ୍ରର ସ୍ଥିତି ସଙ୍ଗୀନ ହୋଇପଡିଛି ।  ମନ୍ଦିର, ରାସ୍ତାଘାଟ ଘରଦ୍ବାର ସବୁଠି ପଶିଛି ବର୍ଷା ପାଣି । ଅଧାରାସ୍ତାରେ କେଉଁଠି ଯାନବାହନ ବୁଡିଯାଇଛି ତ ପୁଣି କେଉଁଠି ପାଣିର ସ୍ରୋତରେ ଭାସିଯାଉଛି କାର । ପୋଲ ଭାଙ୍ଗିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେଇଛି ।

ଉତ୍ତର ଓ ଉତ୍ତରପୂର୍ବ  ରାଜ୍ୟ ଏଣିକି ନାହିଁନଥିବା ସମସ୍ୟା ଦେଇ ଗତିକରୁଛନ୍ତି । ବିଶେଷ କରି ଗୁଜରାଟ, ରାଜସ୍ଥାନ, ଆସାମ, ଅରୁଣାଚଳପ୍ରଦେଶ ଓ ମେଘାଳୟର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ସେପଟେ ଉତ୍ତର ଓ ଉତ୍ତରପୂର୍ବ   ଭାରତରେ ମଧ୍ୟ ବର୍ଷା ନେଇ ଆସିଛି ସମସ୍ୟା । ବିହାର, ଗୁଜରାଟ, ମହାରାଷ୍ଟ୍ରରେ ଲଗାଣବର୍ଷା କେଉଁଠି ବନ୍ୟା ସୃଷ୍ଟି କରିଛି ତ ପୁଣି କେଉଁଠି ବର୍ଷା ପାଣି ଜମାଟ ବାନ୍ଧିବାରୁ କୃତ୍ରିମ ବନ୍ୟା ଦେଖାଦେଇଛି । ସେପଟେ ଦକ୍ଷିଣ ଭାରତ ରାଜ୍ୟ ତାମିଲନାଡୁ ଓ କର୍ଣ୍ଣାଟକରେ ଲଗାଣବର୍ଷା ଜାରି ରହିଛି । ତେବେ ବର୍ଷା ଦିନର ଅପରିଷ୍କାର ପାଣି  କାରଣରୁ ହଇଜା ଓ ଅନ୍ୟାନ୍ୟ ରୋଗ ବ୍ୟାପିବା ଆଶଙ୍କା ମଧ୍ୟ ବଢ଼ିଛି । ତେବେ ସବୁଥର ପରି ପାହାଡିଆ ରାଜ୍ୟ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ବଡ଼ ସମସ୍ୟା ନେଇ ଆସିଛି । ବିଭିନ୍ନ ସ୍ଥାନରେ ବନ୍ୟା ସ୍ରୋତରେ ଘରଦ୍ବାରା ଜନଜୀବନ ଭାସିବା ଯୋଗୁଁ ନାହିଁ ନଥିବା କ୍ଷତି ସହିବାକୁ ପଡୁଛି । ଏହି ସବୁ ରାଜ୍ୟମାନଙ୍କ ପାଇଁ ଆଗାମୀ ୫ଦିନର ଆଲର୍ଟ ଜାରି କରିଛି ଆଇଏମଡି ।
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe