ପଡ଼ୋଶୀ ରାଜ୍ୟରେ ବର୍ଷା, ଓଡ଼ିଶାରେ ଭୟ; ବନ୍ୟା ଭୟରେ ମୋଟୁ ବାସିନ୍ଦା

ପଡ଼ୋଶୀ ରାଜ୍ୟରେ ବର୍ଷା, ଓଡ଼ିଶାରେ ଭୟ… ଆନ୍ଧ୍ର, ତେଲେଙ୍ଗାନାରେ ଫୁଲୁଛି ଗୋଦାବରୀ...ପଛୁଆ ପାଣିରେ ଉବୁଟୁବୁ ସିଲେରୁ ଓ ସାବେରୀ ନଦୀ…ବନ୍ୟା ଆଶଙ୍କାରେ ଆତଙ୍କିତ ମୋଟୁ ଅଞ୍ଚଳବାସୀ…

34

କନକ ବ୍ୟୁରୋ: ମାଲକାନଗିରି ମୋଟୁ ଅଞ୍ଚଳକୁ ଡରାଉଛି ଗୋଦାବରୀ ନଈ । ତେଲେଙ୍ଗାନାରେ ଗୋଦାବରୀ ନଈ ବିପଦ ସଙ୍କେତ ଯେତେ ବଢ଼ୁଛି । ମାଲକାନଗିରି ଜିଲ୍ଲାବାସୀଙ୍କ ମନରେ ଭୟ ସେତିକି ବଢ଼ୁଛି । ତେଲେଙ୍ଗାନା ସ୍ଥିତ ଭଦ୍ରାଚଲମ୍‌ ଠାରେ ୨ନଂ ବିପଦ ସଙ୍କେତ ଜାରି ହୋଇଛି । ସନ୍ଧ୍ୟା ସୁଦ୍ଧା ୩ନଂ ବିପଦ ସଙ୍କେତ ଜାରି ହେବା ନେଇ ପୂର୍ବାନୁମାନ କରାଯାଇଛି । ଆଉ ତେଲେଙ୍ଗାନାରେ ଗୋଦାବରୀର କରାଳ ରୂପ ଦେଖି ଆତଙ୍କିତ ଓଡ଼ିଶାବାସୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe