ମାଲକାନଗିରି ଯୋଡ଼ାଆମ୍ବ ହସ୍ପିଟାଲରେ ପଶିଲା ପାଣି: ରୋଗୀ ସେବା ବାଧାପ୍ରାପ୍ତ, ପାଣିରେ ଚିକିତ୍ସା କଲେ ଡାକ୍ତର

Advertisment

ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ମାଲକାନଗିରିର ବିଭିନ୍ନ ଅଞ୍ଚଳ। ଏଥିରୁ ବାଦ୍ ପଡ଼ିନି ହସ୍ପିଟାଲ। ସ୍ବାଭିମାନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଯୋଡ଼ାଆମ୍ବ ହସ୍ପିଟାଲରେ ପଶିଲା ପାଣି। ଯେଉଁଥିପାଇଁ ବାଧାପ୍ରାପ୍ତ ହୋଇଛି ଚିକିତ୍ସା।

ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ମାଲକାନଗିରିର ବିଭିନ୍ନ ଅଞ୍ଚଳ। ଏଥିରୁ ବାଦ୍ ପଡ଼ିନି ହସ୍ପିଟାଲ। ସ୍ବାଭିମାନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଯୋଡ଼ାଆମ୍ବ ହସ୍ପିଟାଲରେ ପଶିଲା ପାଣି। ଯେଉଁଥିପାଇଁ ବାଧାପ୍ରାପ୍ତ ହୋଇଛି ଚିକିତ୍ସା।

efew3

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ମାଲକାନଗିରିର ବିଭିନ୍ନ ଅଞ୍ଚଳ। ଏଥିରୁ ବାଦ୍ ପଡ଼ିନି ହସ୍ପିଟାଲ। ସ୍ବାଭିମାନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଯୋଡ଼ାଆମ୍ବ ହସ୍ପିଟାଲରେ ପଶିଲା ପାଣି। ଯେଉଁଥିପାଇଁ ବାଧାପ୍ରାପ୍ତ ହୋଇଛି ଚିକିତ୍ସା। ଯଦିଓ ଚିକିତ୍ସା ବାଧାପ୍ରାପ୍ତ ହୋଇଛି, କିନ୍ତୁ ବନ୍ୟା ଜଳ ଭିତରେ ରୋଗୀଙ୍କୁ ଚିକିତ୍ସା କରିବାକୁ ଭୁଲି ନାହାନ୍ତି ଡାକ୍ତର। ହସ୍ପିଟାଲଟି ତଳିଆ ଅଞ୍ଚଳରେ ଥିବାରୁ ଅଧିକ ବର୍ଷା ହେଲେ ଭିତରେ ପାଣି ପଶି ଯାଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe