ବୈତରଣୀରେ ବନ୍ୟା ଆସିବା ପରେ ଶାଖା ନଦୀ କାଣୀରେ ସ୍ଥିତି ଅସମ୍ଭାଳ, ୪ଟି ସ୍ଥାନରେ ଧସିଲା ନଦୀବନ୍ଧ

Advertisment

କସପା ପଞ୍ଚାୟତର ପଂଚପଡା ଏବଂ ହାଜିସାହି ଠାରେ ୪ଟି ସ୍ଥାନରେ ବନ୍ଧ ଧସିଛି । ଫଳରେ ବନ୍ୟା ଜଳ ନଦୀ ବନ୍ଧରେ ଘଳିଆ ସୃଷ୍ଟି ହୋଇ କିଛି ସ୍ଥାନରେ ନଦୀବନ୍ଧ ଡେଇଁ ବନ୍ୟା ଜଳ ଗାଁରେ ପଶୁଛି ।

କସପା ପଞ୍ଚାୟତର ପଂଚପଡା ଏବଂ ହାଜିସାହି ଠାରେ ୪ଟି ସ୍ଥାନରେ ବନ୍ଧ ଧସିଛି । ଫଳରେ ବନ୍ୟା ଜଳ ନଦୀ ବନ୍ଧରେ ଘଳିଆ ସୃଷ୍ଟି ହୋଇ କିଛି ସ୍ଥାନରେ ନଦୀବନ୍ଧ ଡେଇଁ ବନ୍ୟା ଜଳ ଗାଁରେ ପଶୁଛି ।

32

କନକ ବ୍ୟୁରୋ :  ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା ନଦୀ କାଣୀରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି । କସପା ପଞ୍ଚାୟତର ପଂଚପଡା ଏବଂ ହାଜିସାହି ଠାରେ ୪ଟି ସ୍ଥାନରେ ବନ୍ଧ ଧସିଛି । ଫଳରେ ବନ୍ୟା ଜଳ ନଦୀ ବନ୍ଧରେ ଘଳିଆ ସୃଷ୍ଟି ହୋଇ କିଛି ସ୍ଥାନରେ ନଦୀବନ୍ଧ ଡେଇଁ ବନ୍ୟା ଜଳ ଗାଁରେ ପଶୁଛି । ବ୍ରହ୍ମଚାରୀପାଟଣା ଠାରେ ଘାଳିଆ ପଡି ଗାଁ ଭିତରେ ପାଣି ପ୍ରବେଶ କରୁଛି । ଅନ୍ୟ ପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଏବଂ ବାଉଁଶ ବଲ୍ଲା ପୋତାଯାଇ ମରାମତି ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe