ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର, ଏଆଇକୁ ପ୍ରୋତ୍ସାହନ

ଏଥିପାଇଁ ରାଜ୍ୟ ସରକାର ୭୧ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ଦେଇଛନ୍ତି । ଜଗତସିଂହପୁର ଜଟାଧାର ମୁହାଣରେ ସରକାର ନିଜସ୍ୱ ଜେଟି ନିର୍ମାଣ କରିବେ । ଏଥିପାଇଁ ଚୁକ୍ତି ହୋଇଥିବା କଥା କୁହାଯାଇଛି ।

sdfggdfsdfdd

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ଆଜି ୫ ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ପ୍ରଥମ ପ୍ରସ୍ତାବ ଭାବେ ରାଜ୍ୟରେ ଏଆଇ ମିସନ୍ ଓ ଏଆଇ ସେଲ ଲାଗୁ ହେବ  । ଯୋରନ୍ଦାରେ ମହିମା ଗାଦି ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ୧୭୧ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ଦେଇଛନ୍ତି । ଜଗତସିଂହପୁର ଜଟାଧାର ମୁହାଣରେ ସରକାର ନିଜସ୍ୱ ଜେଟି ନିର୍ମାଣ କରିବେ । ଏଥିପାଇଁ ଚୁକ୍ତି ହୋଇଥିବା କଥା କୁହାଯାଇଛି । ଓଡ଼ିଶା ବେସାମରିକ ସେବା କ୍ଷେତ୍ରରେ ନିଯୁକ୍ତି ବୟସ ସୀମା ୩୨ ରୁ ୪୨ କୁ ବୃଦ୍ଧି କରାଯାଇଛି । ମଜଭୁତ ହେବ ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା, ଏଥିରେ ଅଧିକ ନିଯୁକ୍ତି ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe