କନକବ୍ୟୁରୋ : ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ କେନ୍ଦ୍ରାପଡ଼ା ରାଜନଗର ଅଂଚଳର ୫ଟି ପଂଚାୟତ ଜଳମଗ୍ନ । ପ୍ରାୟ ୩୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ରାତି ହେଲେ କୁମ୍ଭୀର ଭୟ ଯୋଗୁଁ ଲୋକେ ଠେଙ୍ଗା ବାଡ଼ି ଧରି ଗାଁର ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି । ୪ ଦିନ ହେଲା ଏହି ଗାଁର ଲୋକେ ଜଳବନ୍ଦୀ ହୋଇ ରହିଥିବାବେଳେ ପ୍ରଶାସନ ସେମାନଙ୍କ ପାଖରେ ପହଂଚି ପାରିନାହିଁ । ଦେଶୀ ଡ଼ଙ୍ଗାରେ ଲୋକେମାନେ ଯାତାୟତ କରୁଛନ୍ତି । ଅନ୍ଧାର ରାତିରେ କେମିତି ଅଛନ୍ତି ବନ୍ୟାଞ୍ଚଳ ଲୋକେ ସେନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ।
---
ବ୍ରାହ୍ମଣୀ ନଦୀର ବନ୍ୟାରେ ବେହାଲ ରାଜନଗର ଅଂଚଳର ୫ ପଂଚାୟତ : ପ୍ରଶାସନ ପକ୍ଷରୁ ସୁବିଧା ମିଳୁନଥିବା ଅଭିଯୋଗ
ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ କେନ୍ଦ୍ରାପଡ଼ା ରାଜନଗର ଅଂଚଳର ୫ଟି ପଂଚାୟତ ଜଳମଗ୍ନ । ପ୍ରାୟ ୩୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ରାତି ହେଲେ କୁମ୍ଭୀର ଭୟ ଯୋଗୁଁ ଲୋକେ ଠେଙ୍ଗା ବାଡ଼ି ଧରି ଗାଁର ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି
/kanak/media/media_files/2025/07/18/water-2025-07-18-10-39-58.jpg)