କନକ ବ୍ୟୁରୋ: ଛତିଶଗଡରେ ବଡ ଏନକାଉଁଟର । ସୁରକ୍ଷାବଳଙ୍କ ଗୁଳିରେ ୫ ମାଓବାଦୀ ନିପାତ ହୋଇଥିବା ସୂଚନା । କାଙ୍କେର-ନାରାୟଣପୁରସୀମାରେ ସର୍ଚ୍ଚଅପରେସନ ଜାରି ରହିଛି । ଆହତ ଯବାନଙ୍କୁ ଏୟାରଲିପ୍ଟ କରାଯାଇ ରାୟପୁରକୁ ଅଣାଯାଉଛି । ଘଟଣାସ୍ଥଳରୁ ଭାରିମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ଛତିଶଗଡରେ ବଡ ଏନକାଉଁଟର: ସୁରକ୍ଷାବଳଙ୍କ ଗୁଳିରେ ୫ ମାଓବାଦୀ ନିପାତ
ଛତିଶଗଡରେ ବଡ ଏନକାଉଁଟର । ସୁରକ୍ଷାବଳଙ୍କ ଗୁଳିରେ ୫ ମାଓବାଦୀ ନିପାତ ସୂଚନା । ନାରାୟଣପୁରସୀମାରେ ସର୍ଚ୍ଚଅପରେସନ ଜାରି । ଆହତ ଯବାନଙ୍କୁ ଏୟାରଲିପ୍ଟ । ଘଟଣାସ୍ଥଳରୁ ଭାରିମାତ୍ରାର ଅସ୍ତ୍ରଶସ୍ତ୍ର ଜବତ ।
/kanak/media/media_files/2024/11/16/dAKeGrRjyVwyEaO2zWos.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)