ଏକକ ନିର୍ବାଚନ ପାଇଁ ଜେପିସିର ପ୍ରଥମ ବୈଠକ : ବିଲ ଆଗତ ପାଇଁ ଆରମ୍ଭ ହୋଇଛି ମତାମତ ସଂଗ୍ରହ

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଜେପିସିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ପିପି ଚୌଧୁରୀ ଜେପିସି ସଦସ୍ୟଙ୍କ ଏନେଇ ସହମତି ସୃଷ୍ଟି ପାଇଁ ଅନୁରୋଧ କରିଥିବା ବେଳେ ଏହାକୁ ବିରୋଧ କରାଯାଇଛି ।

ଅଦ୍ୟତନ ହୋଇଛି
Manoranjan4

Manoranjan4 Photograph: (Manoranjan4)

କନକବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଜେପିସିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ପିପି ଚୌଧୁରୀ ଜେପିସି ସଦସ୍ୟଙ୍କ ଏନେଇ ସହମତି ସୃଷ୍ଟି ପାଇଁ ଅନୁରୋଧ କରିଥିବା ବେଳେ ଏହାକୁ ବିରୋଧ କରାଯାଇଛି ।  ଏହି ବୈଠକରେ ଆଇନ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା  ୧୮ହଜାର ପୃଷ୍ଠାର ଏକ ବିସ୍ତୃତ ରିପୋର୍ଟ ଜେପିସିର ସଦସ୍ୟ ମାନଙ୍କୁ ହସ୍ତାନ୍ତର କରାଯାଇଛି । ଗତ ଶୀତ ଅଧିବେଶନ କାଳରେ ଏହି ବିଲଟି ସଂସଦରେ ଆଗତ ହୋଇଥିବା ବେଳେ ଅଧିକ ଚର୍ଚ୍ଚା ଆଲୋଚନା ପାଇଁ ଏହାକୁ ଜେପିସିକୁ ପଠାଇ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe