ରେଲୱେ କଲୋନି କ୍ବାର୍ଟର୍ସକୁ ଗୁଳିମାଡ଼ ; ଜିଆରପି ପୁଲିସର ତଦନ୍ତ

ଝାରସୁଗୁଡ଼ାରେ ଗୁଳିମାଡ଼  । ରେଲୱେ କଲୋନି କ୍ବାର୍ଟର୍ସକୁ ୩ ରାଉଣ୍ଡ ଗୁଳିମାଡ଼ କଲେ ଆତତାୟୀ  । ଘଟଣା ସ୍ଥଳରେ ଜିଆରପି ପୁଲିସର ତଦନ୍ତ ।

13

କନକ ବ୍ୟୁରୋ: ଝାରସୁଗୁଡ଼ା ରେଲୱେ କଲୋନୀରେ ଗୁଳିମାଡ଼ । ଜଣଙ୍କ କ୍ୱାଟରକୁ ଅଜଣା ଯୁବକମାନେ ଗୁଳିମାଡ଼ କରିଛନ୍ତି । ୬ ରାଉଣ୍ଡ ଗୁଳିଚାଳନା କରିଛନ୍ତି । ଗଣେଶ  ପୂଜା ଭସାଣିକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଜଣାପଡିଛି । ଗତକାଲି ଗଣେଶ ପୂଜା ଭସାଣୀ ସମୟ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା ।ଏହାକୁ କେନ୍ଦ୍ର କରି ଦୁଇ ଜଣ ଅଜଣା ଯୁବକ ରେଲୱେ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସ ଉପରେ ୬ ରାଉଣ୍ଡ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଜିଆରପି ପୁଲିସ ତଦନ୍ତ ଆରମ୍ଭ କରିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe