୪୦ ଫୁଟ ତଳୁ ଉଦ୍ଧାର ମହିଳା । କୂଅରୁ ପାଣି କାଢ଼ିବା ବେଳେ ପଡ଼ିଯାଇଥିଲେ ।

Advertisment

ମହିଳାଙ୍କୁ କୂଅରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଆହତ ମହିଳା ମେଡିକାଲରେ ଭର୍ତ୍ତି ।

ମହିଳାଙ୍କୁ କୂଅରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଆହତ ମହିଳା ମେଡିକାଲରେ ଭର୍ତ୍ତି ।

woman 22

Photograph: (kanaknews)

କନକ ବ୍ୟୁରୋ: ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ମହିଳା । କୂଅରୁ ପାଣି ଆଣିବାକୁ ଯାଇ ଖସିପଡିଲେ ମହିଳା । ଢେଙ୍କାନାଳ ସଦର ମହକୁମା ବେଲ୍ଟିକିର ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ପାଣି ଆଣିବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ୪୦ ଫୁଟ୍ ଗଭୀର କୂଅକୁ ଖସି ପଡିଥିଲେ ସୁଜାତା ସାହୁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ କୂଅରୁ ଉଦ୍ଧାର କରିଛନ୍ତି । ଉଦ୍ଧାର ମହିଳାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe