ବ୍ୟାଙ୍କରେ ଅଗ୍ନିକାଣ୍ଡ ; ଜଳିପୋଡ଼ି ପାଉଁଶ ହୋଇଗଲା ଫାଇଲ୍

Advertisment

ସର୍ଟ ସର୍କିଟରୁ ଜଳିଗଲା ବ୍ୟାଙ୍କ । ଜଳି ପୋଡ଼ି ପାଉଁଶ ହୋଇଗଲା ଫାଇଲ୍ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ । ଝାରସୁଗୁଡ଼ା ସହରର ସରବାହାଲସ୍ଥିତ ୟୁନିଅନ ବ୍ୟାଙ୍କରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ସର୍ଟ ସର୍କିଟରୁ ଜଳିଗଲା ବ୍ୟାଙ୍କ । ଜଳି ପୋଡ଼ି ପାଉଁଶ ହୋଇଗଲା ଫାଇଲ୍ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ । ଝାରସୁଗୁଡ଼ା ସହରର ସରବାହାଲସ୍ଥିତ ୟୁନିଅନ ବ୍ୟାଙ୍କରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି ।

71େପରୂୱ

Photograph: (kanaknews)

କନକ ବ୍ୟୁରୋ  : ସର୍ଟ ସର୍କିଟରୁ ଜଳିଗଲା ବ୍ୟାଙ୍କ । ଜଳି ପୋଡ଼ି ପାଉଁଶ ହୋଇଗଲା ଫାଇଲ୍ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ । ଝାରସୁଗୁଡ଼ା ସହରର ସରବାହାଲସ୍ଥିତ ୟୁନିଅନ ବ୍ୟାଙ୍କରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe