ପୁରୀ ଗୋପୀନାଥପୁରୁ ଗାଁରେ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ଫତ୍ତି

Advertisment

ପୁରୀ କଣାସ ଗଡ଼ିସାଗୋଦା ଥାନା ଅନ୍ତର୍ଗତ ଗୋପୀନାଥ ପୁରୁ ଗାଁରେ ଅଘଟଣ। ବିଳମ୍ବିତ ରାତିରେ ଜଳିଗଲା ଦୁଇଟି ଦୋକାନ ସହ ପାସେଞ୍ଜର ଅଟୋ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ପୁରୀ କଣାସ ଗଡ଼ିସାଗୋଦା ଥାନା ଅନ୍ତର୍ଗତ ଗୋପୀନାଥ ପୁରୁ ଗାଁରେ ଅଘଟଣ। ବିଳମ୍ବିତ ରାତିରେ ଜଳିଗଲା ଦୁଇଟି ଦୋକାନ ସହ ପାସେଞ୍ଜର ଅଟୋ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

money

କନକବ୍ୟୁରୋ : ପୁରୀ କଣାସ ଗଡ଼ିସାଗୋଦା ଥାନା ଅନ୍ତର୍ଗତ ଗୋପୀନାଥ ପୁରୁ ଗାଁରେ ଅଘଟଣ । ବିଳମ୍ବିତ ରାତିରେ ଜଳିଗଲା ଦୁଇଟି ଦୋକାନ ସହ ପାସେଞ୍ଜର ଅଟୋ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଇଲେକ୍ଟ୍ରୋନିକ୍ ଦୋକାନ ସହ ରାସନ ଦୋକାନରେ ଥିବା ଲକ୍ଷଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇ ଯାଇଛି ।  ଦୋକାନ ନିକଟରେ ଥିବା ଏକ ପାସେଞ୍ଜର ଅଟୋ ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି । ଦୁଇଟି ଦୋକାନ ଓ ଅଟୋ, ଗୋପୀନାଥ ପୁରୁ ଗାଁର ଧିରେନ ପ୍ରଧାନ ଓ ଧର୍ମେନ୍ଦ୍ର ପ୍ରଧାନଙ୍କର ବୋଲି ସୂଚନା ମିଳିଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe