କନକ ବ୍ୟୁରୋ: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଜଣାଶୁଣା ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଛି । ଯାତ୍ରା ଆୟୋଜକ କୋତାମେଟା ଆୟୋଜନ କମିଟି ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ବିଏନଏସ୍ ଧାରା ୨୯୬ରେ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି । ଏହାସହ ଅଶ୍ଳୀଳ ଦୃଶ୍ୟକୁ ଉପଭୋଗ କରୁଥିବା ଅଭିଯୋଗରେ ମଧ୍ୟ ସମ୍ପୃକ୍ତ ଥାନା ଆଇଆଇସିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।
ସାହୁ ଭାଉଜଙ୍କ ନାଁରେ ମାମଲା; ଦର୍ଶକ ସାଜିଥିବା ଆଇଆଇସିଙ୍କ ବିରୋଧରେ ତଦନ୍ତ ଆରମ୍ଭ
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଜଣାଶୁଣା ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଛି ।
/kanak/media/media_files/2024/12/30/6yo1ks7R9oZHtRPf1CeA.jpg)