ଆଙ୍ଗୁଠି ଦବେଇଲେ ବାଇକ୍ ଷ୍ଟାର୍ଟ : କିଏ କରୁଛି ଟ୍ରୋଲ, କିଏ କହୁଛି ୱାଓ..

ଆଙ୍ଗୁଠି ମାରୁ ମାରୁ ଗାଡି ହେବ ଷ୍ଟାର୍ଟ । ଯେଉଁମାନେ ବାଇକ୍ ପ୍ରେମୀ ସେହିମାନଙ୍କ ପାଇଁ ଏହି ଗାଡି ଗଜବ ଗାଡି ବୋଲି ଚର୍ଚ୍ଚା ହେଉଛି । ଏହି ବାଇକ୍ ସେନ୍ସରରେ କାମ କରିଥାଏ । ଦେଖିବାକୁ ଏହି ବାଇକ୍ ସାଧାରଣ । କିନ୍ତୁ ଏହାର ଫିଚର ଦେଖିବା ପରେ ଯେକୌଣସି ବ୍ୟକ୍ତିଙ୍କ ଆଖି ଲାଖିଯିବ ।

BIKE

କନକ ବ୍ୟୁରୋ: ମାର୍କେଟରେ ସ୍ମାର୍ଟ ଗାଡି । ଆଜ୍ଞା ହଁ ଆଙ୍ଗୁଠି ମାରୁ ମାରୁ ଗାଡି ହେବ ଷ୍ଟାର୍ଟ । ଯେଉଁମାନେ ବାଇକ୍ ପ୍ରେମୀ ସେହିମାନଙ୍କ ପାଇଁ ଏହି ଗାଡି ଗଜବ ଗାଡି ବୋଲି ଚର୍ଚ୍ଚା ହେଉଛି । ଏହି ବାଇକ୍ ସେନ୍ସରରେ କାମ କରିଥାଏ । ଦେଖିବାକୁ ଏହି ବାଇକ୍ ସାଧାରଣ । କିନ୍ତୁ ଏହାର ଫିଚର ଦେଖିବା ପରେ ଯେକୌଣସି ବ୍ୟକ୍ତିଙ୍କ ଆଖି ଲାଖିଯିବ ।

ଏହି ହାଇ-ଟେକ ବାଇକର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଯିଏ ବି ଏହିି ବାଇକକୁ ଦେଖୁଛି ସେ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ଦେଉଛନ୍ତି । ଆଉ କିଛି ବାଇକ୍ କୁ ଟ୍ରୋଲ ମଧ୍ୟ କରୁଛନ୍ତି । ବାସ୍ତବରେ ଭାଇରାଲ ହେଉଥିବା ଭିଡିଓଟି ପାକିସ୍ତାନର ବୋଲି କୁହାଯାଉଛି । ବାଇକ୍ ଟି ହୋଣ୍ଡା କମ୍ପାନୀର ଏବଂ ଏଥିରେ ଉର୍ଦୁରେ ସୂଚନା ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe