ସରୁନି ସାର ସମସ୍ୟା: ୨୦୦ ବସ୍ତା ସାର ନେବାକୁ ରାତିରୁ ଧାଡ଼ିରେ ଶହ ଶହ ଚାଷୀ

କଟକ ନିଆଳି ତହସିଲ ଅନ୍ତର୍ଗତ ମାଧବ ପଂଚାୟତରେ ଥିବା ମାଧବ ପ୍ରାଥମିକ କୃଷି ସମବାୟ ସମିତିରୁ ଆସିଛି ଏଭଳି ଘଟଣା । ସମବାୟ ସମିତିକୁ ୨୦୦ ବସ୍ତା ୟୁରିଆ ସାର ଆସିଥିବାବେଳେ ସାର ନେବା ପାଇଁ ରୁଣ୍ଡ ହୋଇଛନ୍ତି ୬୦୦ରୁ ଅଧିକ ଚାଷୀ ।

30

Photograph: (KANAK NEWS)

କନକ ବ୍ୟୁରୋ: ସରୁନି ସାର ସମସ୍ୟା । ୟୁରିଆ ସାର ପାଇଁ ରାତି ଅନିଦ୍ରା ଚାଷୀ । ରାତି ୩ଟାରୁ ଆଧାର କାର୍ଡ ଧରି ଧାଡିରେ ଠିଆ ହୋଇଛନ୍ତି ଚାଷୀ । କଟକ ନିଆଳି ତହସିଲ ଅନ୍ତର୍ଗତ ମାଧବ ପଂଚାୟତରେ ଥିବା ମାଧବ ପ୍ରାଥମିକ କୃଷି ସମବାୟ ସମିତିରୁ ଆସିଛି ଏଭଳି ଘଟଣା । ସମବାୟ ସମିତିକୁ ୨୦୦ ବସ୍ତା ୟୁରିଆ ସାର ଆସିଥିବାବେଳେ ସାର ନେବା ପାଇଁ ରୁଣ୍ଡ ହୋଇଛନ୍ତି ୬୦୦ରୁ ଅଧିକ ଚାଷୀ । ଫଳରେ ସମବାୟ ସମିତି ଆଗରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe