ଭଦ୍ରକ ବନ୍ତ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ,ଟ୍ରକ ଧକ୍କାରେ ଚାଲିଗଲା ଦୁଇଜଣଙ୍କ ଜୀବନ

Advertisment

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ-ଟ୍ରକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତିନିଜଣ ଯୁବକ ଗୋଟିଏ ବାଇକରେ ଚରମ୍ପାରୁ ଭଦ୍ରକ ଆସୁଥିବା ସମୟରେ ଟ୍ରକକୁ ଧକ୍କା ଦେଇଥିଲେ

accident

କନକବ୍ୟୁରୋ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ-ଟ୍ରକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତିନିଜଣ ଯୁବକ ଗୋଟିଏ ବାଇକରେ ଚରମ୍ପାରୁ ଭଦ୍ରକ ଆସୁଥିବା ସମୟରେ ଟ୍ରକକୁ ଧକ୍କା ଦେଇଥିଲେ ।

ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଘଟଣା ସ୍ଥଳରୁ ଫେରାର ଅଛନ୍ତି ।  ଟାଉନ ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।  ମୃତକ ହେଲେ ଶିବ ସୁନ୍ଦର ମହାପାତ୍ର ଓ ସୌରଭ ମିଶ୍ର 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe