ଆଜି ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା : ୫୦ଲକ୍ଷ ହିତାଧିକାରଙ୍କ ଖାତାକୁ ଯିବ ହଜାରେ କୋଟି ଟଙ୍କା

Advertisment

ଚାଷୀଙ୍କ ପାଇଁ ଭଲ ଖବର । ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍‌ କିଷାନ ଟଙ୍କା ।  ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ  ।  ଏକାଥର କେ ୫୦ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯିବ।

Updated On

ଚାଷୀଙ୍କ ପାଇଁ ଭଲ ଖବର । ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍‌ କିଷାନ ଟଙ୍କା ।  ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ  ।  ଏକାଥର କେ ୫୦ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯିବ।

ଅଦ୍ୟତନ ହୋଇଛି
CM KISAN

Photograph: (kanaknews)

କନକବ୍ୟୁରୋ : ଚାଷୀଙ୍କ ପାଇଁ ଭଲ ଖବର । ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍‌ କିଷାନ ଟଙ୍କା ।  ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ  ।  ଏକାଥର  ୫୦ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯିବ  ।  ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ ଏହି ସିଏମ କିଷାନ ଟଙ୍କା । ୧ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ।  ସିଏମ କିଷାନ ଯୋଜନାରେ ଚାଷୀ ମାନଙ୍କୁ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ମିଳୁଛି । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି ସରକାର  ।

 
--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe