କନକ ବ୍ୟୁରୋ : ଅଦିନିଆ ବର୍ଷା ପ୍ରଭାବରେ ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକରେ ୬ଟି ପଞ୍ଚାୟତ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷୀ ହାତରେ ଗଜା ହୋଇଥିବା ଧାନଗଛ ଧରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଭିତରେ ହୋହାଲା କରିଛନ୍ତି । ଅମଳ ଧାନ ବ୍ୟାପକ ନଷ୍ଟ ହୋଇଛି । ଧାନ ଖଳା ଓ ବିଲରେ ବର୍ଷା ପାଣି ଜମି ଧାନ ଓଦା ହୋଇ ଗଜା ହୋଇଯାଇଛି । ତଥାପି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅଧିକାରୀ ଚାଷୀଙ୍କ ସମସ୍ୟା ବୁଝୁନଥିବା ଅଭିଯୋଗ ହୋଇଛି ।
ହାତରେ ଧାନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଚାଷୀ ; ଟେବୁଲ ଉପରେ ଧାନ ଗଛ ଥୋଇ ଜଣାଇଲେ ସମସ୍ୟା
ଅଦିନିଆ ବର୍ଷା ପ୍ରଭାବରେ ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକରେ ୬ଟି ପଞ୍ଚାୟତ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷୀ ହାତରେ ଗଜା ହୋଇଥିବା ଧାନଗଛ ଧରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଭିତରେ ହୋହାଲା କରିଛନ୍ତି । ଅମଳ ଧାନ ବ୍ୟାପକ ନଷ୍ଟ ହୋଇଛି ।
/kanak/media/media_files/2024/12/26/w2xcpmRtvX3XcUpK5kxG.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)