ଚାଷ ପାଇଁ ସାର ନମିଳିବାରୁ ମାଲକାନଗିରି ମାଥିଲି ସଦର ଲ୍ୟାମ୍ପସ୍‌ ଆଗରେ ଚାଷୀଙ୍କ ପ୍ରତିବାଦ

Advertisment

ମାଲକାନଗିରି-ଜୟପୁର ମୁଖ୍ୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ।

ମାଲକାନଗିରି-ଜୟପୁର ମୁଖ୍ୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ।

ସାର ପାଇଁ ରାସ୍ତାରୋକ

ସାର ପାଇଁ ରାସ୍ତାରୋକ Photograph: (KanakNews)

କନକ ବ୍ୟୁରୋ: ସାର ପାଇଁ ରାସ୍ତା ଅବରୋଧ । ମାଲକାନଗିରି ଜିଲ୍ଲା ମାଥିଲିରେ ଚାଷୀ ମାନେ ରାସ୍ତାରୋକ କରିଛନ୍ତି । ସାର ନମିଳିବାରୁ ଲ୍ୟାମ୍ପସ ସମ୍ମୁଖ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ଚାଷୀ ।

ମାଲକାନଗିରି-ଜୟପୁର ମୁଖ୍ୟ ରାଜପଥରେ ଯାନବାହାନ ଚଳାଚଳ ଠପ ରହିଛି । ସାର ନମିଳିବାରୁ ଚାଷୀ ଅସନ୍ତୋଷ ଦେଖାଦେଇଛି । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe