ବାଦାମ ବିହନରେ ହେରଫେର ନେଇ ତାତିଲେ ଚାଷୀ : ପୁରୀ କଣାସ ଗଡସାନପୁଟରୁ ଆସିଲା ଅଭାବନୀୟ ଦୃଶ୍ୟ

Advertisment

ନଷ୍ଟ ହୋଇଗଲାଣି ଚିନାବାଦାମ । ଏବେ ବାଦାମ ଲଗାଇବା ସମୟ। ଧାନ ପରେ ଚାଷୀ ବାଦମ ଚାଷ କରିଥାନ୍ତି ପୁରୀ କଣାସ ଅଂଚଳର ଚାଷୀ। ଏଥିପାଇଁ ସରକାରଙ୍କ ପକ୍ଷରୁ ବିହନ ଯୋଗାଇ ଦିଆଯାଏ। ଚଳିତ ବର୍ଷ ଦିଆଯାଉଥିବା ବିହନ ନାଲି ପଡିଗଲାଣି।

ନଷ୍ଟ ହୋଇଗଲାଣି ଚିନାବାଦାମ । ଏବେ ବାଦାମ ଲଗାଇବା ସମୟ। ଧାନ ପରେ ଚାଷୀ ବାଦମ ଚାଷ କରିଥାନ୍ତି ପୁରୀ କଣାସ ଅଂଚଳର ଚାଷୀ। ଏଥିପାଇଁ ସରକାରଙ୍କ ପକ୍ଷରୁ ବିହନ ଯୋଗାଇ ଦିଆଯାଏ। ଚଳିତ ବର୍ଷ ଦିଆଯାଉଥିବା ବିହନ ନାଲି ପଡିଗଲାଣି।

chasi 1

କନକବ୍ୟୁରୋ : ନଷ୍ଟ ହୋଇଗଲାଣି ଚିନାବାଦାମ। ଏବେ ବାଦାମ ଲଗାଇବା ସମୟ। ଧାନ ପରେ ଚାଷୀ ବାଦମ ଚାଷ କରିଥାନ୍ତି ପୁରୀ କଣାସ ଅଂଚଳର ଚାଷୀ । ଏଥିପାଇଁ ସରକାରଙ୍କ ପକ୍ଷରୁ ବିହନ ଯୋଗାଇ ଦିଆଯାଏ। ଚଳିତ ବର୍ଷ ଦିଆଯାଉଥିବା ବିହନ ନାଲି ପଡିଗଲାଣି । ଚାଷ ପାଇଁ ଯୋଗ୍ୟ ନୁହେଁ ବୋଲି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗଡ଼ସାନପୁଟ ପଂଚାୟତର ଚାଷୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe