ଉଜୁଡା ଫସଲ ଦେଖି ଜୀବନ ହାରିଲେ ଚାଷୀ : ପୁରୀ ସାକ୍ଷୀଗୋପାଳ ଓ କେନ୍ଦ୍ରାପଡାରୁ ଆସିଲା ଅଭାବନୀୟ ଖବର

Advertisment

ଦିନିଆ ବର୍ଷା ଚାଷୀକୁଳ ପାଇଁ ଆଣିଛି ବଡ଼ ସଙ୍କଟ । ଲଘୁଚାପ ବର୍ଷାରେ ନଷ୍ଟ ହୋଇଛି ଚାଷୀର ବର୍ଷକର ପରିଶ୍ରମ । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରେ ଫସଲ ନଷ୍ଟ ହୋଇଯାଇଛି । କାହାର ଧାନ ତ ଆଉ କାହାର ମୁଗ ବିଲରେ ପାଣି ଲହଡ଼ା ମାରୁଛି । 

ଦିନିଆ ବର୍ଷା ଚାଷୀକୁଳ ପାଇଁ ଆଣିଛି ବଡ଼ ସଙ୍କଟ । ଲଘୁଚାପ ବର୍ଷାରେ ନଷ୍ଟ ହୋଇଛି ଚାଷୀର ବର୍ଷକର ପରିଶ୍ରମ । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରେ ଫସଲ ନଷ୍ଟ ହୋଇଯାଇଛି । କାହାର ଧାନ ତ ଆଉ କାହାର ମୁଗ ବିଲରେ ପାଣି ଲହଡ଼ା ମାରୁଛି । 

ମପୋେଗ

ମଂପୋେଗ Photograph: (ମୋପେଗ )

କନକବ୍ୟୁରୋ :  ଛତ୍ରପୁର ବ୍ଲକ ବରଙ୍ଗ ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ  । ମୃତକ ଜଣକ ହେଲେ ବରଙ୍ଗ ଗ୍ରାମର ୬୪ ବର୍ଷୀୟ ବନମାଳି ପେଣ୍ଠେଇ। ଲଗାଣ ବର୍ଷା ରେ ଚାଷ ଜମି ନଷ୍ଟ ହେଉଥିବାରୁ ଚିନ୍ତାରେ ଥିଲେ । ଧାର କରଜ କରି ଚାଷ କରିଥିଲେ ଆଉ ଅଦିନିଆ ବର୍ଷା ସେଗୁଡିକୁ ନଷ୍ଟ କରିଦେଇଛି। ଘଟଣା ସ୍ଥଳରେ ରାଜସ୍ୱ ବିଭାଗ ଅଧିକାରୀ ପହଁଚି ତଦନ୍ତ କରୁଛନ୍ତି । 

ଅଦିନିଆ ବର୍ଷା ଚାଷୀକୁଳ ପାଇଁ ଆଣିଛି ବଡ଼ ସଙ୍କଟ । ଲଘୁଚାପ ବର୍ଷାରେ ନଷ୍ଟ ହୋଇଛି ଚାଷୀର ବର୍ଷକର ପରିଶ୍ରମ । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରେ ଫସଲ ନଷ୍ଟ ହୋଇଯାଇଛି । କାହାର ଧାନ ତ ଆଉ କାହାର ମୁଗ ବିଲରେ ପାଣି ଲହଡ଼ା ମାରୁଛି । 

ଅନେକ ଚାଷୀ ଏବେ ହତାସ ହୋଇ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ବିଲରେ ପହଞ୍ଚି ସ୍ଥିତି ପରଖିବା ସହ ଚାଷୀଙ୍କ ସହ ଆଲୋଚନା କରିଛି କନକ ନ୍ୟୁଜ୍‌ ଟିମ୍‌ । ଅମଳ ପୂର୍ବରୁ ଗଜା ହେଲା ଧାନ। ଧାନ ଗଛ ମୂଳେ ପୁଣି ଉଠିଲା ଗଛ।

ଯାହାକୁ ନେଇ ଚିନ୍ତାରେ ପୁରୀ ପିପିଲି ଅଞ୍ଚଳର ଚାଷୀ। ଅଦିନିଆ ବର୍ଷା ଫସଲ ଉଜାଡ଼ିଥିବା ବେଳେ ଏଯାଏ କ୍ଷୟକ୍ଷତିର ଆକଳନ ପାଇଁ ଆସି ନାହାନ୍ତି କୌଣସି ସରକାରୀ ଅଧିକାରୀ । 

ପିପିଲି ଏନଏସିର ହର୍ଷମଣି ପରିଡା ବହୁ କଷ୍ଟରେ ଧାନ ଫସଲ କରିଥିଲେ । ନିଜେ ରୋଗାଗ୍ରସ୍ତ ହୋଇଥିବା ବେଳେ ପୁଅ ମଧ୍ୟ ମାନସିକ ରୋଗୀ । କିନ୍ତୁ ବର୍ଷାରେ ଚାଷ ନଷ୍ଟ ହୋଇଥିବା ବେଳେ ପରିବାର ପ୍ରତିପୋଷଣ କେମିତି ହେବ ତାକୁ ନେଇ ଚିନ୍ତା ବଢ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe