ମିଲରଙ୍କ ମନମାନି, ସପ୍ତାହେ ହେଲା ମଣ୍ଡିରୁ ଉଠିପାରୁନି ଧାନ , କ୍ଷୁବ୍ଧ ହୋଇ ମଣ୍ଡିରେ ପକାଇଲେ ତାଲା ଚାକ୍ଷୀ

Advertisment

ସପ୍ତାହେ ହେଲା ମଣ୍ଡିରେ ଧାନ ପଡ଼ିଥିଲେ ବି ଉଠିପାରୁନି। ଯାହାର ପ୍ରତିବାଦରେ ମଣ୍ଡିରେ ତାଲା ପକାଇଲେ ଚାଷୀ। ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଦେଓଗାଁ ବ୍ଲକ୍‌ରେ। ଦେଓଗାଁ ଉପରଝରରେ ପ୍ରାଥମିକ କୃଷି ସମବାୟ ସମିତି ଖୋଲିଥିବା ବେଳେ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି।

Paddy-in-Mandi

Paddy-in-Mandi

 କନକ ବ୍ୟୁରୋ : ସରୁନି ମଣ୍ଡି ଟେନସନ୍। ସପ୍ତାହେ ହେଲା ମଣ୍ଡିରେ ଧାନ ପଡ଼ିଥିଲେ ବି ଉଠିପାରୁନି। ଯାହାର ପ୍ରତିବାଦରେ ମଣ୍ଡିରେ ତାଲା ପକାଇଲେ ଚାଷୀ। ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଦେଓଗାଁ ବ୍ଲକ୍‌ରେ। ଦେଓଗାଁ ଉପରଝରରେ ପ୍ରାଥମିକ କୃଷି ସମବାୟ ସମିତି ଖୋଲିଥିବା ବେଳେ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ସପ୍ତାହେ ହେଲା ଧାନ ପଡ଼ିଥିଲେ ବି ଉଠିପାରୁନି। ମଣ୍ଡିରେ ପ୍ରାୟ ୪ ହଜାର ବସ୍ତା ଧାନ ପଡ଼ିରହିଛି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ତେବେ ମିଲର ଶୀଘ୍ର ଗାଡ଼ି ପଠାଇବା ନେଇ ପେକ୍ସ ସମ୍ପାଦକ ସୂଚନା ଦେବା ପରେ ଚାଷୀମାନେ ତାଲା ଖୋଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe