୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଚାଷୀ ପଞ୍ଜୀକରଣ : ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ସୂଚନା

Advertisment

ଜାତୀୟ ସ୍ପେସ୍ ଡେ ଦିବସରେ ପଠାଣୀ ସାମନ୍ତ ପ୍ଲାନେଟୋରିଅମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚି ଏହି ଘୋଷଣା କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚାଷୀ ପଞ୍ଜୀକରଣ ସମୟ ସୀମା ୨୫ ତାରିଖକୁ ବଢ଼ାଯାଇଛି ।

ଜାତୀୟ ସ୍ପେସ୍ ଡେ ଦିବସରେ ପଠାଣୀ ସାମନ୍ତ ପ୍ଲାନେଟୋରିଅମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚି ଏହି ଘୋଷଣା କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚାଷୀ ପଞ୍ଜୀକରଣ ସମୟ ସୀମା ୨୫ ତାରିଖକୁ ବଢ଼ାଯାଇଛି ।

Farmer

Farmer Photograph: (KanakNews)

କନକ ବ୍ୟୁରୋ : ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଚାଷୀ ପଞ୍ଜୀକରଣ । ଜାତୀୟ ସ୍ପେସ୍ ଡେ ଦିବସରେ ପଠାଣୀ ସାମନ୍ତ ପ୍ଲାନେଟୋରିଅମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚି ଏହି ଘୋଷଣା କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚାଷୀ ପଞ୍ଜୀକରଣ ସମୟ ସୀମା ୨୫ ତାରିଖକୁ ବଢ଼ାଯାଇଛି । ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି । ଆଗକୁ ୨୫ ତାରିଖ ଭିତରେ ୨୦ ଲକ୍ଷ ଚାଷୀ ପଞ୍ଜୀକରଣ କରିବେ ବୋଲି ଆଶା କରିଥିବା ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe