ସ୍ମାର୍ଟ ମିଟର ନାମରେ ଉପଭୋକ୍ତାଙ୍କୁ ଶୋଷଣ କରୁଛି ଟାଟା ପାୱାର । ମିଟର ଧରି ଟାଟା କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

Advertisment

ସ୍ମାର୍ଟ ମିଟରରେ ବିଲ ବହୁତ ଆସୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏହାସହ ସେମାନେ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯାଉ ବୋଲି ବୋଲି ଦାବି କରିଛନ୍ତି।

ସ୍ମାର୍ଟ ମିଟରରେ ବିଲ ବହୁତ ଆସୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏହାସହ ସେମାନେ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯାଉ ବୋଲି ବୋଲି ଦାବି କରିଛନ୍ତି।

icic

କନକ ବ୍ୟୁରୋ : ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ। ବରଗଡରେ ସୋହେଲ ବ୍ଲକ ଘେଁସ ଅଞ୍ଚଳର ଶହ ଶହ ଚାଷୀ ପ୍ରତିବାଦ କରିଛନ୍ତି। ଘରେ ଲାଗିଥିବା ବିଦ୍ୟୁତ ମିଟର କାଢି ଆଣି ଇଲେକ୍ର୍ଟି ଅଫିସ ଆଗରେ ଜମା କରିଛନ୍ତି। ଏହାପରେ ନିଜର ଦାବି ରଖିଛନ୍ତି। ଟାଟା ପାଓ୍ବାରର ଜୁଲୁମ ବିରୋଧରେ ନାରା ଲଗାଇବା ସହ ସ୍ମାର୍ଟ ମିଟର ଫେରାଇ ନେବାକୁ ଦାବି କରିଛନ୍ତି। ସ୍ମାର୍ଟ ମିଟରରେ ବିଲ ବହୁତ ଆସୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏହାସହ ସେମାନେ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯାଉ ବୋଲି ବୋଲି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe