ସୁନ୍ଦରଗଡ଼ରେ ବଣୁଆ ହାତୀଙ୍କ ଉତ୍ପାତ:ରାସ୍ତାରେ ବୁଲୁଛନ୍ତି ୨୨ଟିକିଆ ହାତୀ ପଲ

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ବଣୁଆ ହାତୀପଲଙ୍କ ଉତ୍ପାତ । ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଆଜି ସକାଳୁ ସକାଳୁ ଲାଠିକଟା ଫରେଷ୍ଟ ରେଞ୍ଜ ଲହର୍ଡା ଅଞ୍ଚଳରେ ୨୨ ଟିକିଆ ହାତୀ ପଲ ରାସ୍ତା ପାରି ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହେଇଛି

363

କନକବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ବଣୁଆ ହାତୀପଲଙ୍କ ଉତ୍ପାତ । ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।  ଆଜି ସକାଳୁ ସକାଳୁ ଲାଠିକଟା ଫରେଷ୍ଟ ରେଞ୍ଜ ଲହର୍ଡା ଅଞ୍ଚଳରେ ୨୨ ଟିକିଆ ହାତୀ ପଲ ରାସ୍ତା ପାରି ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହେଇଛି ।

ଏହି ଅଞ୍ଚଳରେ ହାତୀ ପଲ ଗତ କିଛି ଦିନରୁ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଦିନବେଳା କ୍ଷେତରେ ପଶି ଧାନ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ବନ ବିଭାଗ ଓ ସ୍ଥାନୀୟ ଲୋକେ ହାତୀ ପଲକୁ ଘୋଡାଇବାକୁ ଚେଷ୍ଟା କଲେ ମଧ୍ୟ ହାତୀ ପଲ ଅଞ୍ଚଳ ଛାଡ଼ି ଯାଉନାହାନ୍ତି । ଫଳରେ ସେହି ଅଞ୍ଚଳରେ ଲୋକ ଭୟଭୀତ ଅଛନ୍ତି । 
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe