ବାଣ ଭିଡୁଥିବାବେଳେ ବିସ୍ଫୋରଣ , ଗୁରୁତର ବ୍ୟକ୍ତିଙ୍କୁ କଟକ ମେଡିକାଲ ସ୍ଥାନାନ୍ତର

Advertisment

ବେଆଇନ୍ ଭାବେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ , ଜଣେ ବ୍ୟକ୍ତି ଗୁରୁତର । ଗଞ୍ଜାମ ଭଞ୍ଜନଗର ବ୍ଲକର ଲେମ୍ଭେଇ ଗାଁରେ ଏହି ଅଘଟଣ ଘଟିଛି । ସ୍ବାମୀ-ସ୍ତ୍ରୀ ମିଶି ବାଣ ଭିଡୁଥିବା ବେଳେ ବାଣଟି ଫୁଟିଯାଇଥିଲା। ଫଳରେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି ।

blast1

କନକ ବ୍ୟୁରୋ : ବେଆଇନ୍ ଭାବେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ , ଜଣେ ବ୍ୟକ୍ତି ଗୁରୁତର । ଗଞ୍ଜାମ ଭଞ୍ଜନଗର ବ୍ଲକର ଲେମ୍ଭେଇ ଗାଁରେ ଏହି ଅଘଟଣ ଘଟିଛି । ସ୍ବାମୀ-ସ୍ତ୍ରୀ ମିଶି ବାଣ ଭିଡୁଥିବା ବେଳେ ବାଣଟି ଫୁଟିଯାଇଥିଲା । ଫଳରେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଗକୁ ଦୀପାବଳି ଥିବାରୁ ବାଣ ଭିଡୁଥିଲେ । ତେବେ ଭିଡିବା ବେଳେ ହଠାତ୍ ବାଣଟି ଫୁଟିଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe