ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ବିଦେଶୀ ପକ୍ଷୀ ; ସୂଚନା ଦେଲେ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ

Advertisment

୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶାକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଶୀତ ଋତୁରେ ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ ଓଡ଼ିଶା ଆସିଛନ୍ତି । ୫୨ଟି ବିଦେଶୀ ପକ୍ଷୀ ଜଳାଶୟକୁ ଆସିଥିବାବେଳେ ଚିଲିକା ଡିଭିଜନ୍‌କୁ ଆସିଛନ୍ତି ସର୍ବାଧିକ ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ।

13wefgergy

Photograph: (kanakNews)

କନକ ବ୍ୟୁରୋ : ୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶାକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଶୀତ ଋତୁରେ ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ ଓଡ଼ିଶା ଆସିଛନ୍ତି । ୫୨ଟି ବିଦେଶୀ ପକ୍ଷୀ ଜଳାଶୟକୁ ଆସିଥିବାବେଳେ ଚିଲିକା ଡିଭିଜନ୍‌କୁ ଆସିଛନ୍ତି ସର୍ବାଧିକ ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ । ତେବେ କେତେ ପକ୍ଷୀ ଫେରିଯାଇଛନ୍ତି ତାହା ଆକଳନ ହୋଇନାହିଁ । ଏ ନେଇ ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe