କନକ ବ୍ୟୁରୋ : ୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶାକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଶୀତ ଋତୁରେ ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ ଓଡ଼ିଶା ଆସିଛନ୍ତି । ୫୨ଟି ବିଦେଶୀ ପକ୍ଷୀ ଜଳାଶୟକୁ ଆସିଥିବାବେଳେ ଚିଲିକା ଡିଭିଜନ୍କୁ ଆସିଛନ୍ତି ସର୍ବାଧିକ ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ । ତେବେ କେତେ ପକ୍ଷୀ ଫେରିଯାଇଛନ୍ତି ତାହା ଆକଳନ ହୋଇନାହିଁ । ଏ ନେଇ ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ।
ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ବିଦେଶୀ ପକ୍ଷୀ ; ସୂଚନା ଦେଲେ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ
୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶାକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଶୀତ ଋତୁରେ ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ ଓଡ଼ିଶା ଆସିଛନ୍ତି । ୫୨ଟି ବିଦେଶୀ ପକ୍ଷୀ ଜଳାଶୟକୁ ଆସିଥିବାବେଳେ ଚିଲିକା ଡିଭିଜନ୍କୁ ଆସିଛନ୍ତି ସର୍ବାଧିକ ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ।
/kanak/media/media_files/2025/03/25/1WzWcGTpNRWCgrTlB2HO.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)