EXIT POLL: ଝାଡ଼ଖଣ୍ଡରେ କାହା ମୁଣ୍ଡରେ ସୁନା କଳସ ଢାଳିଛନ୍ତି ଜନତା ? ଏକଜିଟ ପୋଲ ମତରେ...

ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ଶେଷ । ୮୧ଟି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇ ସାରିଛି ।

ଅଦ୍ୟତନ ହୋଇଛି
New Project (5)

କନକ ବ୍ୟୁରୋ: ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ଜନତା ନିଜ ମତ ସାବ୍ୟସ୍ତ କରି ସାରିଛନ୍ତି । ଏବେ ଖାଲି ରେଜଲ୍ଟକୁ ଅପେକ୍ଷା । ଏହାରି ମଧ୍ୟ ଆସିଛି ବୁଥ୍ ବାହୁଡ଼ା ମତ । ୮୧ଟି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇ ସାରିଛି । ଏକାଧିକ ଏକଜିଟ ପୋଲ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ମୁତାବକ ଏଥର ବିଜେପି ଉପରେ ଭରସା କରିଛନ୍ତି ଭୋଟର । କଂଗ୍ରେସକୁ ୨୫ରୁ ୩୦ ଆସନରେ ବହୁମତ ମିଳୁଥିବା ବେଳେ ବିଜେପି  ୪୨ରୁ ୪୭ଟି ଆସନରେ ବାଜିମାତ୍ କରିବାକୁ ଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe