ପୂର୍ବତନ ସରପଞ୍ଚଙ୍କୁ ହତ୍ୟା! ରାସ୍ତାକଡରୁ ମୃତଦେହ ଠାବ

ଭଦ୍ରକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ ।ବନ୍ଧଗାଁ-ଡୁଙ୍ଗୁରା ରାସ୍ତାରେ ମୃତଦେହ ଠାବ  । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି । ଗ୍ରାମାଞ୍ଚଳ ପୋଲିସର ଛାନଭିନ ।

18sar

କନକ ବ୍ୟୁରୋ: ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ । ଭଦ୍ରକ ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ ମୃତଦେହ ବନ୍ଧଗାଁ ଡୁଙ୍ଗୁରା ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଚିତ୍ତରଞ୍ଜନ ବର୍ତମାନର ଆମ୍ବରୁଳି ସୋସାଇଟି ସଭାପତି ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe