ରାଜଧାନୀରେ ସେକ୍ସ ରାକେଟ୍‌:୨ ଯୁବତୀ ଉଦ୍ଧାର, ଜଣେ ଯୁବକ ଅଟକ । ପୋଲିସର ଚଢାଉ

Advertisment

ରାଜଧାନୀରେ ସେକ୍ସ ରାକେଟ୍‌ ସନ୍ଦେହରେ ପୋଲିସର ଚଢାଉ । ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୋଲିସ ଚଢାଉ କରିଛି । ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି ।

ରାଜଧାନୀରେ ସେକ୍ସ ରାକେଟ୍‌ ସନ୍ଦେହରେ ପୋଲିସର ଚଢାଉ । ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୋଲିସ ଚଢାଉ କରିଛି । ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି ।

spa

କନକବ୍ୟୁରୋ: ରାଜଧାନୀରେ ସେକ୍ସ ରାକେଟ୍‌ ସନ୍ଦେହରେ ପୋଲିସର ଚଢାଉ । ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୋଲିସ ଚଢାଉ କରିଛି । ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି ।

ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହାକୁ ନେଇ ସେଲୁନ୍ ଓ ସ୍ପା ବାହାରେ କିଛି ସମୟ ପାଇଁ ଉତ୍ତେଜନା ଦେଇଖାଦେଇଥିଲା । ତେବେ କାହିଁକି ପୋଲିସ ଚଢାଉ କଲା, ସେନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe