‘ମୁଁ କୌଣସି ଭୁଲ କରିନାହିଁ’ ; କୋର୍ଟରେ ଯୁକ୍ତି ରଖିଲେ ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଡ଼କର ।
କୋର୍ଟରେ ଯୁକ୍ତି ରଖିଲେ ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଡ଼କର । ଉତ୍ତିର୍ଣ୍ଣ ଓ ନିଯୁକ୍ତି ପରେ ପ୍ରାର୍ଥୀପତ୍ର ଅଯୋଗ୍ୟ ଘୋଷଣା କରିପାରିବନି ୟୁପିଏସସି । କାର୍ୟ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀ ହାଇକାର୍ଟରେ ଆବେଦନ ।