ଗିରଫ ହେଲେ ରୂପା ଗାଙ୍ଗୁଲି ; ସାରା ରାତି ଥାନା ଆଗରେ ଧାରଣା ଦେବା ପରେ ବାନ୍ଧିଲା ପୋଲିସ

ପଶ୍ଚିମବଙ୍ଗ ବିଜେପିକୁ ଝଟକା । କାରଣ ବିଜେପିର ପୂର୍ବ ସାଂସଦ ରୂପା ଗାଙ୍ଗୁଲି ଗିରଫ ହୋଇଛନ୍ତି । ବାଂସଦ୍ରୋଣୀ ପୋଲିସ ଷ୍ଟେସନରେ ସାରା ରାତି ଧାରଣାରେ ବସିବା ପରେ ତାଙ୍କୁ ଗିରଫ କରିଛି ପୋଲିସ ।

22ripa

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଜେପିକୁ ଝଟକା । କାରଣ ବିଜେପିର ପୂର୍ବ ସାଂସଦ ରୂପା ଗାଙ୍ଗୁଲି ଗିରଫ ହୋଇଛନ୍ତି । ବାଂସଦ୍ରୋଣୀ ପୋଲିସ ଷ୍ଟେସନରେ ସାରା ରାତି ଧାରଣାରେ ବସିବା ପରେ ତାଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ, ଗତରାତିରେ ରୂପା ଗାଙ୍ଗୁଲି ବାଂସଦ୍ରୋଣୀ ପୋଲିସ ଷ୍ଟେସନ ବାହାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । ହେଲେ ଆଜି ଦିନ ପାଖାପାଖି ୧୦ଟା ସମୟ ତାଙ୍କୁ ପୋଲିସ ଗିରଫ କରିଛି । ଗିରଫ କରି ତାଙ୍କୁ ଲାଲବାହଜାର ନିଆଯାଇଥିବା ସୂଚନା ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe