ସମସ୍ତଙ୍କର ପ୍ରିୟ ପ୍ରିୟଙ୍କା : ଜାଣନ୍ତୁ ଆଜିର ଦିନରେ ତାଙ୍କର ପ୍ରେରଣାଦାୟୀ କାହାଣୀ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଭାଗବତପୁରର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ। ଜାତୀୟ ପଞ୍ଚାୟତ ପ୍ରତିନିଧିରେ ଓଡ଼ିଶାର ଏକମାତ୍ର ସରପଂଚ ଭାବେ ପ୍ରତିନିଧିତ୍ଵ କରୁଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଭାଗବତପୁରର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ। ଜାତୀୟ ପଞ୍ଚାୟତ ପ୍ରତିନିଧିରେ ଓଡ଼ିଶାର ଏକମାତ୍ର ସରପଂଚ ଭାବେ ପ୍ରତିନିଧିତ୍ଵ କରୁଛନ୍ତି ।

priyanka

Photograph: (KanakNews )

କନକବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ଭାଗବତପୁରର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ। ଜାତୀୟ ପଞ୍ଚାୟତ ପ୍ରତିନିଧିରେ ଓଡ଼ିଶାର ଏକମାତ୍ର ସରପଂଚ ଭାବେ ପ୍ରତିନିଧିତ୍ଵ କରୁଛନ୍ତି। ବିଜ୍ଞାନ ଭବନ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶଂସିତ ହୋଇଛନ୍ତି  ।  ପଞ୍ଚାୟତରେ ଚାଟଶାଳୀ କାର୍ଯ୍ୟକ୍ରମ କରି ଗାଁରେ ଲୋକଙ୍କ ସେବା, ମହିଳା ସଶକ୍ତିକରଣ ଓ ସରକାରଙ୍କ ବିଭିନ୍ନ ଜନହିତକର ପାଇଁ ସେ ଚର୍ଚ୍ଚିତ ।

ଗାଁର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ପାଇଁ ଫୋନ୍ ମାଧ୍ୟମରେ ସମସ୍ୟା ସମାଧାନ କରିବା ସହ ବିଭିନ୍ନ ସରକାରୀ ବିଭାଗକୁ ମଧ୍ୟ ଏହି ଗ୍ରୁପ ସାମିଲ୍ କରି ଲୋକଙ୍କ ସମସ୍ୟା ସମାଧାନ କରନ୍ତି । କମ୍ୟୁନିଟି ରେଡିଓ ମାଧ୍ୟମରେ ପଞ୍ଚାୟତର ସମସ୍ତ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇଥାନ୍ତି। ଗାଁରେ ଯେଉଁ ଘରେ ଝିଅ ଜନ୍ମ ହୁଏ ତାଙ୍କୁ ଘରେ ଏକ ଗଛ ଲଗାଇବାକୁ ବାର୍ତ୍ତା  ଦେଇଥାନ୍ତି ପ୍ରିୟଙ୍କା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe