ଆଜି ବି ଅନ୍ଧବିଶ୍ବାସରେ ବନ୍ଧା ମଣିଷ, ଅସୁସ୍ଥ ଥିବା ମାସକର ଶିଶୁକୁ ୪୦ରୁ ଅଧିକ ଚେଙ୍କ ଦେଲେ ବାପା ମା'..

Advertisment

ଶିଶୁକୁ ୪୦ରୁ ଅଧିକ ଚେଙ୍କ ଦେଲେ ବାପା ମା' । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ଶିଶୁକୁ ୪୦ରୁ ଅଧିକ ଚେଙ୍କ ଦେଲେ ବାପା ମା' । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ମାସକର ଶିଶୁକୁ ୪୦ ଚେଙ୍କ

ମାସକର ଶିଶୁକୁ ୪୦ ଚେଙ୍କ Photograph: (kanaknews)

କନକ ବ୍ୟୁରୋ: ଆଜି ବି ବଞ୍ଚିଛି ଅନ୍ଧବିଶ୍ବାସ । ୨୦୨୫ ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ବାସରେ ବନ୍ଧା ମଣିଷ । ଏବେ ବି ଛୋଟ ପିଲାଙ୍କୁ ରୋଗ ଭଲ କରିବା ପାଇଁ ହେଉଛି ଚେଙ୍କ ଚିକିତ୍ସା । ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ମାସକର ଶିଶୁକୁ ଚେଙ୍କ ଦିଆଯାଇଛି ।

ଗୋଟିଏ କି ଦୁଇଟି ନୁହଁ ୪୦ରୁ ଅଧିକ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଫୁଣ୍ଡେଲପଡ଼ାରେ ଏପରି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ଶିଶୁକୁ ଗୁରୁତର ଅବସ୍ଥାରେ ଉମରକୋଟ ଉପକଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe