ଶହେ ବର୍ଷରେ ବି ଥକି ପଡିନି ପାଦ । ହାତରେ ବାଡି ଧରି ବିଲବାଡିରେ କରୁଛନ୍ତି କାମ, ବିନା ଚଷମାରେ ପଢୁଛନ୍ତି ଭାଗବତ

Advertisment

ଭଗନାବଙ୍କ ଦୟାରୁ ନରହରି ମଉସା ଶହେ ବର୍ଷର ବି ବେଶ ଚଳଚଞ୍ଚଳ। ବାର୍ଦ୍ଧକ୍ୟରେ ଥକି ପଡ଼ିନାହାନ୍ତି କି ରୋଗ ପାଇଁ ଡାକ୍ତରଖାନା ଯାଇନାହାନ୍ତି। ନିଜ ନିତ୍ୟକର୍ମ କରିବା ସହ ବିନା ଚଷମାରେ ଖାଲି ଆଖିରେ ବହି ପଢିବା ସହ ସବୁ କାମ କରୁଛନ୍ତି। ଭାଗବତ ପଢ଼ି ପରିବାର ଲୋକଙ୍କୁ ଶୁଣାଉଛନ୍ତି। ୪ ପିଢ଼ି ଦେଖି ସାରିଲେଣି। ପୁଅ ବୋହୂ, ନାତି- ନତୁଣୀ ଅଣନାତି ଏବଂ ପଣନାତି ଦେଖିଲେଣି। ଏହାରି ଭିତରେ ସ୍ତ୍ରୀ ଓ ୫ ଝିଅ ଆରପାରିକୁ ଚାଲିଗଲେଣି। କିନ୍ତୁ ନରହରି 

151

କନକ ବ୍ୟୁରୋ : ଅଣ୍ଟା ଭାଙ୍ଗିଗଲାଣି। ଚୁଟି ସବୁ ପାଚି ଧଳା ଫରଫର ହୋଇଗଲାଣି। ଚମ ଧୁଡୁଧୁଡୁ ହେଲାଣି। କିନ୍ତୁ ହାତରେ ବଙ୍କୁଲି ବାଡିଟିଏ ଧରିଲେ..  ପାଦରେ ବଳ ମାଡ଼ିଆସେ। ଖାଲି ପାଦରେ ଚାଲନ୍ତି ବିଲକୁ। ବିଲରେ ଧାନ ତଳି ରୋଇବା ଠାରୁ ଘାସ ବାଛିବା। ବାଡ଼ି ବଗିଚାରେ ପନିପରିବା ଚାଷ କରୁଛନ୍ତି।  ଜଣେ ୨୫ ବର୍ଷିୟ ଯୁବକଙ୍କ ଭଳି ଏସବୁ କାମ କରୁଛନ୍ତି ଶତାୟୁ ନରହର ବିଶ୍ବାଳ। 

ଭଗନାବଙ୍କ ଦୟାରୁ ନରହରି ମଉସା ଶହେ ବର୍ଷର ବି ବେଶ ଚଳଚଞ୍ଚଳ। ବାର୍ଦ୍ଧକ୍ୟରେ ଥକି ପଡ଼ିନାହାନ୍ତି କି ରୋଗ ପାଇଁ ଡାକ୍ତରଖାନା ଯାଇନାହାନ୍ତି। ନିଜ ନିତ୍ୟକର୍ମ କରିବା ସହ ବିନା ଚଷମାରେ ଖାଲି ଆଖିରେ ବହି ପଢିବା ସହ ସବୁ କାମ କରୁଛନ୍ତି। ଭାଗବତ ପଢ଼ି ପରିବାର ଲୋକଙ୍କୁ ଶୁଣାଉଛନ୍ତି। ୪ ପିଢ଼ି ଦେଖି ସାରିଲେଣି। ପୁଅ ବୋହୂ, ନାତି- ନତୁଣୀ ଅଣନାତି ଏବଂ ପଣନାତି ଦେଖିଲେଣି। ଏହାରି ଭିତରେ ସ୍ତ୍ରୀ ଓ ୫ ଝିଅ ଆରପାରିକୁ ଚାଲିଗଲେଣି। କିନ୍ତୁ ନରହରି 

ଏବେ ପୃଥିବୀରେ  ଜଳବାଯୁ ପରିବର୍ତନ ଆଡକୁ ମୁହାଁଉଛି। ପୁରାତନ ଯୁଗକୁ ଛାଡି ଅତ୍ୟାଧୁନିକ ଯୁଗ ପଛରେ ମଣିଷ ଧାଉଁଛି । ଅପମିଶ୍ରିତ ଖାଦ୍ୟ ଜୀବନକୁ ରୋଗଗ୍ରସ୍ତ କରିଦେଉଛି। ଔଷଧ ବିନା ବଞ୍ଚିବା ମୁସ୍କିଲ ହୋଇପଡିଛି। ଆଉ ଏତିକି ବେଳେ ଚାନ୍ଦବାଲିର ନରହରି ମଉସା ଅନ୍ୟମାନଙ୍କ ଭିତରେ ଭିନ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe