କନକ ବ୍ୟୁରୋ : କଟକ ସଦର ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ଦୋଳ ବିମାନ ଯିବା ବେଳେ ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ । ମାରପିଟ ଯୋଗୁଁ ଏକାଧିକ ଯୁବକ ଆହତ । ସୁଭଦ୍ରାପୁରର କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଉତ୍ତମାପୁରର କିଛି ଯୁବକଙ୍କୁ ଲୁହା ରଡରେ ଆକ୍ରମଣ କରିଥିବା ସୂଚନା ।

Advertisment

 ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବା ସହ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ସୀମା ବିବାଦକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି ।