କନକ ବ୍ୟୁରୋ : ଓପିଏସସି ପରୀକ୍ଷାରେ ତ୍ରୁଟି । ମେନ୍ ପରୀକ୍ଷାର ଆନଥ୍ରୋପୋଲୋଜି ପେପର୍- ୧ ସ୍ଥାନରେ ପେପର୍- ୨ର ପ୍ରଶ୍ନପତ୍ର ଆସିଛି । ଆନଥ୍ରୋପୋଲୋଜି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଆଜି ଏହି ପ୍ରଶ୍ନପତ୍ର ମିଳିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ପୂର୍ବରୁ ପ୍ରିଲିମ୍ ଦେଇ ପାସ୍ କରିଥିବା ଆଶାୟୀ ପରୀକ୍ଷାର୍ଥୀ ଆଜି ପରୀକ୍ଷା ଦେବାବେଳେ ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ତେବେ ଓପିଏସସି କର୍ତ୍ତୃପକ୍ଷ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଓପିଏସସି କର୍ତ୍ତୃପକ୍ଷ ଜଣାଇଛନ୍ତି ।
ଓପିଏସସି ପରୀକ୍ଷାରେ ତ୍ରୁଟି ; ଦିଆଗଲା ସ୍ପଷ୍ଟୀକରଣ,କର୍ତ୍ତୃପକ୍ଷ ନେବେ ଚୂଡ଼ାନ୍ତ ନିଷ୍ପତ୍ତି
ଓପିଏସସି ପରୀକ୍ଷାରେ ତ୍ରୁଟି । ମେନ୍ ପରୀକ୍ଷାର ଆନଥ୍ରୋପୋଲୋଜି ପେପର୍- ୧ ସ୍ଥାନରେ ପେପର୍- ୨ର ପ୍ରଶ୍ନପତ୍ର ଆସିଛି । ଆନଥ୍ରୋପୋଲୋଜି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଆଜି ଏହି ପ୍ରଶ୍ନପତ୍ର ମିଳିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)