ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି: ୫୦ ବଦଳରେ ୪୬ ମାର୍କର ପ୍ରଶ୍ନ

Advertisment

ମାସ ମାସ ଧରି ପ୍ରସ୍ତୁତି ସତ୍ବେ ବି ମାଟ୍ରିକ ପରୀକ୍ଷା ପରିଚାଳନାରେ ସାମାନକୁ ଆସିଛି ସାଂଘାତିକ ତ୍ରୁଟି। ପ୍ରଶ୍ନପତ୍ର ଭାଇରାଲ, କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଇଥିବାବେଳେ, ପ୍ରଶ୍ନ ପତ୍ରରେ ବିରାଟ ତ୍ରୁଟି ଧରାପଡିଛି। ଯାହା ବୋର୍ଡର କାର୍ଯ୍ୟଦକ୍ଷତା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

Updated On

ମାସ ମାସ ଧରି ପ୍ରସ୍ତୁତି ସତ୍ବେ ବି ମାଟ୍ରିକ ପରୀକ୍ଷା ପରିଚାଳନାରେ ସାମାନକୁ ଆସିଛି ସାଂଘାତିକ ତ୍ରୁଟି। ପ୍ରଶ୍ନପତ୍ର ଭାଇରାଲ, କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଇଥିବାବେଳେ, ପ୍ରଶ୍ନ ପତ୍ରରେ ବିରାଟ ତ୍ରୁଟି ଧରାପଡିଛି। ଯାହା ବୋର୍ଡର କାର୍ଯ୍ୟଦକ୍ଷତା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ଅଦ୍ୟତନ ହୋଇଛି
DWDW

Photograph: (KANAK NEWS)

କନକ ବ୍ୟୁରୋ: ମାସ ମାସ ଧରି ପ୍ରସ୍ତୁତି ସତ୍ବେ ବି ମାଟ୍ରିକ ପରୀକ୍ଷା ପରିଚାଳନାରେ ସାମାନକୁ ଆସିଛି ସାଂଘାତିକ ତ୍ରୁଟି। ପ୍ରଶ୍ନପତ୍ର ଭାଇରାଲ, କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଇଥିବାବେଳେ, ପ୍ରଶ୍ନ ପତ୍ରରେ ବିରାଟ ତ୍ରୁଟି ଧରାପଡିଛି। ଯାହା ବୋର୍ଡର କାର୍ଯ୍ୟଦକ୍ଷତା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ମାଟ୍ରିକ ପରୀକ୍ଷାରେ ସାମ୍ନାକୁ ଆସିଛି ବଡ଼ ତ୍ରୁଟି । ୫୦ ମାର୍କ ବଦଳରେ ୪୬ ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଆଜି ସୋସିଆଲ ସାଇନ୍ସ ପରୀକ୍ଷା ଥିବା ବେଳେ ‘ସି’ ସେଟ୍ ପ୍ରଶ୍ନପତ୍ରରେ ଏଭଳି ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଶ୍ନପତ୍ରରେ ୪ ମାର୍କର ଏକ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ନଥିଲା। ଯାହାକୁ ଦେଖିବା ପରେ ପରୀକ୍ଷାର୍ଥୀ ଚିନ୍ତାରେ ପଡିଥିଲେ। ପରୀକ୍ଷା ହଲରୁ ବାହାରିବା ପରେ ଅସନ୍ତୋଷ ଝାଡିଛନ୍ତି। 

ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ବୀକାର କରିଛି ବୋର୍ଡ। ଏନେଇ ଛାତ୍ରଛାତ୍ରୀଙ୍କୁ ମାର୍କ ପାଇବାରେ କୌଣସି ସମସ୍ୟା ହେବନି ବୋଲି ବୋର୍ଡ ଆଶ୍ବସ୍ତ କରିଛି । ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ । ତେବେ ପିଲାଙ୍କୁ ଗ୍ରେସ ମାର୍କ ଦିଆଯିବ କି ନାହିଁ ସେନେଇ ମୂଲ୍ୟାୟନ କମିଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ବୋର୍ଡ ସଭାପତି । ପ୍ରଶ୍ନପତ୍ରରେ କେମିତି ରହିଲା ତ୍ରୁଟି? ପ୍ରଶ୍ନପତ୍ର ଜାରି ପୂର୍ବରୁ ହେଉନାହିଁ କି ଯାଞ୍ଚ? ତ୍ରୁଟି ପାଇଁ କିଏ ଉତ୍ତରଦାୟୀ ? ଛାତ୍ରଛାତ୍ରୀଙ୍କୁ ମିଳିବ ତ ଗ୍ରେସ ନମ୍ବର ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe