ଆଜିଠୁ ନୂଆ ନିୟମ : ଲାଗୁ ହେବ ଇପିଏଫ୍‌ଓ ୩.୦

ଆଜିଠୁ ଲାଗୁ ହେଲା ନୂଆ ଆର୍ଥିକ ନିୟମ । ଇପିଏଫ୍ଓ ୩.୦ ରୁ ଆରମ୍ଭ କରି ଆଧାର, କ୍ରେଡିଟ୍ କାର୍ଡ ଓ ଟିଡିଏସ୍‌ ସମ୍ପର୍କିତ ନିୟମ ଗୁଡ଼ିକ ବଦଳିବ ।

ଅଦ୍ୟତନ ହୋଇଛି
epfo 123

epfo 123 Photograph: (google)

କନକ ବ୍ୟୁରୋ : ଆଜିଠୁ ଲାଗୁ ହେଲା ନୂଆ ଆର୍ଥିକ ନିୟମ । ଇପିଏଫ୍ଓ ୩.୦ ରୁ ଆରମ୍ଭ କରି ଆଧାର, କ୍ରେଡିଟ୍ କାର୍ଡ ଓ ଟିଡିଏସ୍‌ ସମ୍ପର୍କିତ ନିୟମ ଗୁଡ଼ିକ ବଦଳିବ ।

EPFO 1
EPFO 1 Photograph: (google)

ଆଜିଠୁ ନଆ ନିୟମ

- କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପକ୍ଷରୁ ଇପିଏଫ୍‌ଓ ୩.୦ ବ୍ୟବସ୍ଥା ଲାଗୁ କରାଯିବ ।
- ଏହା ଦ୍ବାରା ପିଏଫ୍ ଉଠାଣ, କେୱାଇସି ଅପ୍‌ଡେଟ୍‌ର ସରଳୀକରଣ ହେବ ।
- ଏଥିରେ ଇପିଏଫ୍ଓ ଏଟିଏମ୍ କାର୍ଡ ଭଳି କାର୍ଡ ମଧ୍ୟ ଜାରି କରିବା ଯୋଜନା ରହିଛି ।
- ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଲାଉଞ୍ଜ ପ୍ରବେଶ ନୀତିରେ ସଂଶୋଧନ ।
- ଆକ୍ସିସ୍ ବ୍ୟାଙ୍କର ରିୱାର୍ଡସ୍‌ କ୍ରେଡିଟ୍ କାର୍ଡର ଅପ୍‌ଡେଟ୍‌ ।
- କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ସଂଶୋଧିତ କ୍ରେଡିଟ୍ କାର୍ଡ ଶୁଳ୍କ ଜୁନ୍‌ରୁ ଲାଗୁ ହେବ ।
- ଆୟକର ନିୟମ ଅନୁସାରେ ଟିକସଦାତା ଜୁନ୍ ୧୫ ସୁଦ୍ଧା ଫର୍ମ ୧୬, ଫର୍ମ ୧୬-ଏ ଓ ଟିଡିଏସ୍ ସାର୍ଟିଫିକେଟ୍ ପାଇବେ ।
- ମାଗଣାରେ ଆଧାର ବିବରଣୀକୁ ଅପ୍‌ଡେଟ୍‌ କରିବାର ସମୟ ସୀମାକୁ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି  ।
- ସମୟ ଶେଷ ହେବା ପରେ ଆଧାର କେନ୍ଦ୍ରରେ ଅପ୍‌ଡେଟ୍‌ କଲେ ଫି’ ଦେବାକୁ ପଡ଼ିବ ।
- ମାଗଣା ଅପ୍‌ଡେଟ୍‌ ସୁବିଧା କେବଳ ମାଇ ଆଧାର ପୋର୍ଟାଲ୍‌ରେ ମିଳିବ ।
- କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ଆଜିଠାରୁ ପରିବର୍ତ୍ତନ ହେବ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe