ଡାଏନୋସର ଲୋପ କରିଦେଲା ଜଳବାୟୁ ପରିବର୍ତ୍ତନ, ମଣିଷକୁ ସୁରକ୍ଷା ଦେବାର ସମୟ ଆସିଛି

ଜଳବାୟୁ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ୮୦ ଲକ୍ଷରୁ ଏକ କୋଟି ସବୁଜ ନିଯୁକ୍ତି ସୁଯୋଗ ଭାରତରେ ସୃଷ୍ଟି ହେବାକୁ ଯାଉଛି । ଏନେଇ ଭିନ୍ନ ଭିନ୍ନ ପ୍ରତିଭା ଥିବା ଯୁବବର୍ଗ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସବୁଜ କ୍ଷେତ୍ର‌ରେ ନିଯୁକ୍ତ ପାଇପାରିବେ । 

New Project (5)

କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ଚତୁର୍ଥ ଅଧିବେଶନରେ ‘ଯୁବକ ଏବଂ ଜଳବାୟୁ: ଜେନ ‘ସି’ଶୀର୍ଷକ ଆାଲୋଚନାରେ ପରିବେଶ ସଚେତକ ଅଲେଖ କପୁର କହିଲେ, ଜଳବାୟୁ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ୮୦ ଲକ୍ଷରୁ ଏକ କୋଟି ସବୁଜ ନିଯୁକ୍ତି ସୁଯୋଗ ଭାରତରେ ସୃଷ୍ଟି ହେବାକୁ ଯାଉଛି । ଏନେଇ ଭିନ୍ନ ଭିନ୍ନ ପ୍ରତିଭା ଥିବା ଯୁବବର୍ଗ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସବୁଜ କ୍ଷେତ୍ର‌ରେ ନିଯୁକ୍ତ ପାଇପାରିବେ ।

ବିଗତ ଦିନରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଡାଏନୋସର ଲୋପ ପାଇଛନ୍ତି । ଏବେ ମଣିଷକୁ ସୁରକ୍ଷା ଦେବାର ସମୟ ଆସିଛି । ଏକ୍ଷେତ୍ରରେ ସରକାର ଓ ପ୍ରଶାସନର ଉପଯୁକ୍ତ ପଦକ୍ଷେପ ‌ନେବାର ଆବଶ୍ୟକତା ରହଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe