ଯେତେ ଖୋଳିଲେ ସେତେ ବାହାରୁଛି ମଦ ; ମାଟି ତଳେ ରହିଛି ହଜାର ହଜାର ଲିଟର ମଦ

ମାଟି ଭିତରୁ ବାହାରିଲା ହଜାର ହଜାର ଲିଟର ଦେଶୀ ମଦ। ଯେତେ ଖୋଳିଲେ ସେତେ ବାହାରୁଛି। କୃଷ୍ଣପ୍ରସାଦ ବ୍ଲକ୍ ସେନପାଟାନା ଗାଁରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର ।

liqour

କନକ ବ୍ୟୁରୋ:  ମାଟି ଭିତରୁ ବାହାରିଲା ହଜାର ହଜାର ଲିଟର ଦେଶୀ ମଦ। ଯେତେ ଖୋଳିଲେ ସେତେ ବାହାରୁଛି। କୃଷ୍ଣପ୍ରସାଦ ବ୍ଲକ୍ ସେନପାଟାନା ଗାଁରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର । 

ମାଟି ତଳୁ ହଜାର ହଜାର ଲିଟର ଦେଶୀ ମଦ ଖୋଳି ବାହାର କରିଛନ୍ତି ପୋଲିସ ଟିମ୍ । ଚିକିଟି ମଦ ମୃତ୍ୟୁ ମାମଲା ପରେ ସାରା ରାଜ୍ୟରେ ଏବେ ଚାଲିଛି ଚୋରା ମଦ କାରବାରର ଧରପଗଡ଼ । ମଦ ମାଫିଆଙ୍କ ଆଡ୍ଡାରେ ଚଢ଼ାଉ କରି ମଦ ଜବତ କରୁଛି ପୋଲିସ ଓ ଅବକାରୀ ଟିମ୍ । ତେବେ କୃଷ୍ଣପ୍ରସାଦ ବ୍ଲକରେ ହୋଇଥିବା ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ ଆଇଆଇସି ସସ୍ମିତା ବେହେରା । ପ୍ରାୟ ୫ ହଜାର ଲିଟରରୁ ଅଧିକ ଦେଶୀ ମଦ ଓ ପୋଚକୁ ନଷ୍ଟ କରିଛି ମେରାଇନ ଥାନା ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe