କନକ ବ୍ୟୁରୋ : ବରଗଡ଼ର ବିବାଦୀୟ ଲେଙ୍ଗୁ ମିଶ୍ର ଛକରୁ ଜବରଦଖଲ ଉଚ୍ଛେଦ । ବେଆଇନ, ଜବରଦଖଲ କୋଠା ଓ ଦୋକାନ ଉପରେ ବୁଲିଲା ବୁଲଡୋଜର । ଭଙ୍ଗାରୁଜାକୁ ବିରୋଧ କରିବାରୁ କଂଗ୍ରେସ ନେତା ନିପନ ଦାସଙ୍କୁ ପୁଲିସ ଉଠାଇ ନେଇଛି । ଏହାର ପ୍ରତିବାଦରେ ଗାନ୍ଧୀ ଛକରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଏହି ସମୟରେ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାର ପ୍ରଶସ୍ତିକରଣ ଓ ବେଆଇନ ଭାବେ ଜବରଦଖଲ ହୋଇଥିବା ସ୍ଥାନକୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରୁଛି ପ୍ରଶାସନ ।
ବରଗଡ଼ ଲେଙ୍ଗୁ ମିଶ୍ର ଛକରେ ଜବରଦଖଲ ଉଚ୍ଛେଦ : ବେଆଇନ କୋଠା ଓ ଦୋକାନ ଉପରେ ବୁଲିଲା ବୁଲଡୋଜର
ବେଆଇନ, ଜବରଦଖଲ କୋଠା ଓ ଦୋକାନ ଉପରେ ବୁଲିଲା ବୁଲଡୋଜର । ଭଙ୍ଗାରୁଜାକୁ ବିରୋଧ କରିବାରୁ କଂଗ୍ରେସ ନେତା ନିପନ ଦାସଙ୍କୁ ପୁଲିସ ଉଠାଇ ନେଇଛି ।
/kanak/media/media_files/2025/09/07/truck-2025-09-07-13-49-33.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)