ପୁଲିସକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର

Advertisment

ଜଙ୍ଗଲରେ ଲୁଚିଥିବା ଖବର ପାଇ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୁଲିସ । ପାଲଟା ଆକ୍ରମଣ ପରେ ପୁଲିସ ଗୁଳିରେ କମଲୁ ପ୍ରଧାନ ଆହତ ।

ଜଙ୍ଗଲରେ ଲୁଚିଥିବା ଖବର ପାଇ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୁଲିସ । ପାଲଟା ଆକ୍ରମଣ ପରେ ପୁଲିସ ଗୁଳିରେ କମଲୁ ପ୍ରଧାନ ଆହତ ।

Encounter

କନକ ବ୍ୟୁରୋ : ପୁଲିସକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର । ଜଙ୍ଗଲରେ ଲୁଚିଥିବା ଖବର ପାଇ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୁଲିସ । ପାଲଟା ଆକ୍ରମଣ ପରେ ପୁଲିସ ଗୁଳିରେ କମଲୁ ପ୍ରଧାନ ଆହତ ହୋଇଛି ।

ସୂଚନା ଅନୁସାରେ, ବୁର୍ଲା ଥାନା ଝରାପାଲିରେ ସ୍ୱାମୀ ସ୍ତ୍ରୀ ଝଗଡା ସମାଧାନ ପାଇଁ ବୁର୍ଲା ପିସିଆର ଝରାପାଲି ଯାଇଥିବା ବେଳେ କମଲୁ ପ୍ରଧାନ ପୋଲିସକୁ ଆକ୍ରମଣ କରିଥିଲେ । ଆକ୍ରମଣରେ କନଷ୍ଟେବଳ ସରୋଜ ଭୋଇଙ୍କ ପାପୁଲି ଛିଣ୍ଡିଯାଇଥିଲା । ଘଟଣା ପରେ ଅଭିଯୁକ୍ତ ଫେରାର ରହିଥିଲା । ଏବେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁଲିସ । ଆହତ ଅବସ୍ଥାରେ କମଲୁ ପ୍ରଧାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe