୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର, କୋର୍ଟ ଚାଲାଣ ବେଳେ ବନ୍ଧୁକ ଛଡାଇ ଫେରାର ଉଦ୍ୟମ

ଗୁଳିମାଡ଼ କଲା ପୋଲିସ । ଗୁରୁତର ଅବସ୍ଥାରେ ଦୁଇ ଅଭିଯୁକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର Photograph: (kanakNews)

କନକ ବ୍ୟୁରୋ: ଝାରସୁଗୁଡ଼ାରେ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର । କୋର୍ଟ ଚାଲାଣ ବେଳେ ଏନ୍‌କାଉଣ୍ଟର ହୋଇଛି । ଦୁଇ ଅଭିଯୁକ୍ତ ପୋଲିସ୍‌ଠାରୁ ବନ୍ଧୁକ ଛଡାଇ ଫେରାର ହେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ପୋଲିସ୍‌ ଗୁଳିମାଡ଼ କରିଥିଲା ।

ଗୁରୁତର ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଶେଖ୍ ଆଶିଷ, ଅଭିଷେକ ବାରିକ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe