କନକ ବ୍ୟୁରୋ: ଝାରସୁଗୁଡ଼ାରେ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର । କୋର୍ଟ ଚାଲାଣ ବେଳେ ଏନ୍କାଉଣ୍ଟର ହୋଇଛି । ଦୁଇ ଅଭିଯୁକ୍ତ ପୋଲିସ୍ଠାରୁ ବନ୍ଧୁକ ଛଡାଇ ଫେରାର ହେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ପୋଲିସ୍ ଗୁଳିମାଡ଼ କରିଥିଲା ।
ଗୁରୁତର ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଶେଖ୍ ଆଶିଷ, ଅଭିଷେକ ବାରିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/12/MlVuPBpZA8MMoGVPXNKj.jpg)