ସୁକମା କିଷ୍ଟରାମ ଜଙ୍ଗଲରେ ଏନକାଉଁଣ୍ଟର ।  ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ।

Advertisment

ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ଘଟଣାସ୍ଥଳରେ ଡିଆରଜି ଓ କୋବ୍ରା ଯବାନଙ୍କ ଅପରେସନ୍ ।

ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ଘଟଣାସ୍ଥଳରେ ଡିଆରଜି ଓ କୋବ୍ରା ଯବାନଙ୍କ ଅପରେସନ୍ ।

ଦୁଇ ମାଓବାଦୀ ନିପାତ

ଦୁଇ ମାଓବାଦୀ ନିପାତ Photograph: (kanakNews)

କନକ ବ୍ୟୁରୋ: ମାଲକାନଗିରି ସୀମାରେ ଏନକାଉଣ୍ଟର। ଛତିଶଗଡ଼ ସୁକୁମା ଜିଲ୍ଲା କିଷ୍ଟରାମ ଜଂଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି ।ଘଟଣାସ୍ଥଳରେ ଏବେ ବି ଗୁଳି ବିନିମୟ ଜାରି ରହିଛି । ଡିଆରଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଅପରେଶନ ଜାରି ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe