କନକ ବ୍ୟୁରୋ: ମାଲକାନଗିରି ସୀମାରେ ଏନକାଉଣ୍ଟର। ଛତିଶଗଡ଼ ସୁକୁମା ଜିଲ୍ଲା କିଷ୍ଟରାମ ଜଂଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି ।ଘଟଣାସ୍ଥଳରେ ଏବେ ବି ଗୁଳି ବିନିମୟ ଜାରି ରହିଛି । ଡିଆରଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଅପରେଶନ ଜାରି ରହିଛି।