କନକ ବ୍ୟୁରୋ: ରେଙ୍ଗାଳି ଥାନା ରାମ୍ପେଲାରେ ଏନକାଉଣ୍ଟର ହୋଇଛି । କୁଖ୍ୟାତ ଅପରାଧୀ ଦୀପକ ମଣ୍ଡଳକୁ ଏନକାଉଣ୍ଟର ହୋଇଛି । ଦୀପକ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଜବାବରେ ପୋଲିସ ପାଖରୁ ଏନକାଉଣ୍ଟର କରାଯାଇଥିଲା । ଦୀପକର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ଦୀପକଠାରୁ ଦେଶୀ ପିସ୍ତଲ,୨ଟି ଅଫଟ ଗୁଳି ଓ ୫ଟି ଖୋଖା ଜବତ ହୋଇଛି ।
ରେଙ୍ଗାଳିରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ଦୀପକ ମଣ୍ଡଳକୁ ଗୁଳିମାଡ଼
ଜବାବରେ ପୋଲିସ ପାଖରୁ ଏନକାଉଣ୍ଟର କରାଯାଇଥିଲା । ଦୀପକର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ଦୀପକଠାରୁ ଦେଶୀ ପିସ୍ତଲ,୨ଟି ଅଫଟ ଗୁଳି ଓ ୫ଟି ଖୋଖା ଜବତ ହୋଇଛି ।
/kanak/media/media_files/2025/09/16/59-2025-09-16-22-55-25.jpg)