ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରକୁ ଗୁଳି ମାଡ଼ ; ୨୫ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ

Advertisment

ୟୁଟ୍ୟୁବର ଏଲଗିସ୍ ଯାଦବଙ୍କ ଘର ଉପରକୁ ଗୁଳି ମାଡ଼। ୨୫ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ । ସୁରକ୍ଷାକୁ ନେଇ ପୁଲିସର ତନାଘନା

ୟୁଟ୍ୟୁବର ଏଲଗିସ୍ ଯାଦବଙ୍କ ଘର ଉପରକୁ ଗୁଳି ମାଡ଼। ୨୫ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ । ସୁରକ୍ଷାକୁ ନେଇ ପୁଲିସର ତନାଘନା

24

କନକ ବ୍ୟୁରୋ: ଜଣାଶୁଣା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରକୁ  ଆଖିବୁଜା ଗୁଳିମାଡ଼ । ୨୫ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଅଜଣା ଯୁବକ।  କିଛି ଯୁବକ ବାଇକରେ ଆସି ଏଲଭିସଙ୍କ ଘର ଉପରକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଥାଇ ବି କିପରି ଗୁଳି ମାଡ଼ ହେଲା ବୋଲି ଯାଂଚ କରୁଛି ପୁଲିସ ।

ବିଗ୍ ବସ୍ ୱିନର, ଫେମସ୍ ୟୁଟ୍ୟୁବର ତଥା ଆର୍ଟିଷ୍ଟ ଏଲଭିସ୍ ଯାବଦଙ୍କ ଗୁରୁଗ୍ରାମ ସେକ୍ଟର ୫୭ସ୍ଥିତ ଘର ଉପରକୁ ସକାଳ ପାଖାପାଖି ସାଢ଼େ ୫ଟାରେ ଗୁଳିମାଡ଼ ହୋଛି । ଅଚାନକ ହୋଇଥିବା ଏଭଳି ଘଟଣାକୁ ନେଇ ସ୍ଥାନୟ ଅଞ୍ଚଳରେ କୋକୁଆ ଭୟ ସଅଷ୍ଟି ହୋଇଛି । ପୁରା ଘରକୁ ପୁଲିସ ଘେରାବନ୍ଦୀ କରି ତଲାସୀ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe